ଦେଶ ବିଦେଶ ମନୋରଞ୍ଜନ

ଚର୍ଚ୍ଚାରେ ସାହିଦ୍ କପୁରଙ୍କ ପତ୍ନୀ ମୀରା

ବି-ଟାଉନ୍‌ର କବୀର ସିଂହ ଓରଫ୍ ସାହିଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଦୁଇ ଛୁଆଙ୍କ ମା’ ମୀରା ବିକିନି ପିନ୍ଧା କିଛି ବୋଲ୍ଡ୍‌ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି। ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ଅଧିକ ସଂଖ୍ୟାରେ ପସନ୍ଦ କରିବା ସହ କେମଣ୍ଟରେ ‘ଆହା ମାମା, ତୁମ୍‌ ତୋ ହଟ୍ ମାମା’ ଲେଖିଛନ୍ତି। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଜଗତରୁ ଦୀର୍ଘ ବର୍ଷ ଦୂରେଇ ରହିବା ପରେ ମଧ୍ୟ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀମାନେ ମୀରାଙ୍କୁ ଭୁଲି ପାରିନାହାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ