କଳା ଓ ସଂସ୍କୃତି ଧର୍ମ

ଆଜି ଅଷ୍ଟମୀ, ହେବ ଶାଢ଼ି ପୂଜା

ଭୁବନେଶ୍ୱର : ଅଷ୍ଟମୀରେ ପୂଜା ମଣ୍ଡପରେ ମହିଳାମାନେ ଶାଢ଼ି ପୂଜା କରିବାର ବିଧି ରହିଛି। ତେବେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏହାକୁ ଏଡ଼ାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି। ମାତ୍ର କିଛି ପୂଜା ମଣ୍ଡପରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।
କିଛି ପୂଜା ମଣ୍ଡପରେ ମହିଳାମାନଙ୍କ ଘରୁ ଯାଇ ଶାଢ଼ି ଓ ଶଙ୍ଖା ଆଣି ସେମାନଙ୍କ ଘରେ ପହଞ୍ଚାଯିବ। ସେହିପରି ଆଉ କିଛି ପୂଜା ମଣ୍ଡପରେ ସ୍ବତନ୍ତ୍ର ଷ୍ଟଲ୍‌ରେ ଶାଢ଼ି ଓ ଶଙ୍ଖା ଦେଇ ଯିବା ପରେ ସେସବୁକୁ ପୂଜା କରି ଫେରାଇବାର ବନ୍ଦୋବସ୍ତ କରାଯାଇଛି। ଅଧିକାଂଶ ପୂଜା ମଣ୍ଡପ ପକ୍ଷରୁ ଅଷ୍ଟମୀରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିଲେ ହେଁ ଏଥର ଘରେ ନେଇ ଶୁଖିଲା ପ୍ରସାଦ ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ