ରାଜ୍ୟ ସ୍ପେଶାଲ ରିପୋର୍ଟ

2023 ପାଇଁ ବାବା ଭେଙ୍ଗାଙ୍କ 5 ଭୟଙ୍କର ଭବିଷ୍ୟବାଣୀ ! ଶୁଣିଲେ ଭୟରେ ଥରିବ ଛାତି…

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବନ୍ଧୁଗଣ ବୁଲଗେରିଆ ଯେଉଁଠିକାର ଭବିଷ୍ୟଦାତା ବାବା ଭେଙ୍ଗା ଙ୍କୁ ତାଙ୍କର ଭବିଷ୍ୟବାଣୀ ପାଇଁ ପୁରା ଦୁନିଆରେ ଜଣା ଯାଇଥାଏ । ବାବା ଭେଙ୍ଗା 2023 ବର୍ଷ ପାଇଁ ଅନେକ ମହତ୍ଵ ପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ଚକିତ କରିବା ଭଳି ଓ ଭୟ କରିବା ଭଳି ମଧ୍ୟ । ଭବିଷ୍ୟବାଣୀ କହିଲେ ବାବା ଭେଙ୍ଗା କ୍ୟାଲେଣ୍ଡର ବନାଇ ଦେଇଛନ୍ତି । ବାବା ଭେଙ୍ଗା 5079 ବର୍ଷ ଯାଏଁ ଭବିଷ୍ୟବାଣୀ କରି ଯାଇଛନ୍ତି ।
ବାବା ଭେଙ୍ଗା ଙ୍କ ଜନ୍ମ 1911 ରେ ହୋଇଥିଲା । ମାତ୍ର 12 ବର୍ଷ ବୟସରେ ତାଙ୍କର ଆଖି ଖରାପ ହୋଇ ଯାଇଥିଲା । ଏହା ବାଦ ସେ ଭବିଷ୍ୟବାଣୀ କରିବାର ଦାବି କରିଥିଲେ । ସୂଚନା ଅନୁଯାୟୀ ତାଙ୍କର 80 ପ୍ରତିଶତ ଭବିଷ୍ୟବାଣୀ ସତ ହୋଇସାରିଛି । 11 ଅଗଷ୍ଟ 1946 ରେ ବାବା ଭେଙ୍ଗା ଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ସେ ଦୁନିଆ ଶେଷ ହେବା ଠାରୁ ନେଇ ଯୁଦ୍ଧ ଓ ପ୍ରଳୟକୁ ନେଇ ଭବିଷ୍ୟବାଣୀ କରିଥିଲେ ।
ବର୍ଷ 2023 କୁ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଲୋକଙ୍କୁ ଚିନ୍ତା ରେ ପକାଇପାରେ । ଏବେ ଆସନ୍ତୁ ଜାଣିବା 2023 ବର୍ଷ ପାଇଁ ବାବା ଭେଙ୍ଗା କଣ ଭବିଷ୍ୟବାଣୀ କରିଛନ୍ତି । ୧- କୃତିମ ପ୍ରଜନନ : ଏହି ଭବିଷ୍ୟବାଣୀ ଶୁଣିବା ପରେ ବନ୍ଧୁଗଣ ନିଶ୍ଚୟ ଆପଣ ଚକିତ ହେବେ । ବାବା ଭେଙ୍ଗା ଙ୍କ ଅନୁଯାୟୀ ମାନବ ପ୍ରଜନନ ଏକ କୃତିମ ପ୍ରକ୍ରିୟା ହୋଇଯିବ ୨୦୨୩ ବର୍ଷରେ । କୃତିମ ପ୍ରକ୍ରିୟା ରେ ଗର୍ଭାଶୟରେ ପିଲା ଜନ୍ମ ହେବେ । ଯାହା ୨୦୨୩ ଭିତରେ ସମ୍ଭବ ହୋଇଯିବ । କେବଳ ନେତା ମାନେ ନିସ୍ପତି ନେବେ କେଉଁ ଭଳି ଲୋକ ଏ ଦୁନିଆରେ ଜନ୍ମ ନେବେ ।
୨- ଜୈବିକ ଅସ୍ତ୍ର ର ପ୍ରୟୋଗ : ୨୦୨୩ ରେ ଡାକ୍ତର ମଣିଷ ଙ୍କ ଉପରେ ଅନେକ ପ୍ରକାରର ପ୍ରୟୋଗ କରିବେ । ଯାହା କାରଣରୁ ହଜାର ହଜାର ଲୋକ ମରିଯିବେ । ଏକ ବଡ ଦେଶ ଲୋକଙ୍କ ଉପରେ ଜୈବିକ ଅସ୍ତ୍ର ର ପ୍ରାୟିୟଗ କରିବା । ବାବା ଭେଙ୍ଗାଙ୍କ ଅନୁଯାୟୀ ହଇଜା, ପ୍ଲେଗ ଭଳି ଭାଇରସ କୁ ଲୋକଙ୍କ ମଧ୍ୟରେ ପ୍ରବେଶ କରାଯିବ ।


୩- ସୌର ତୁଫାନ : ୨୦୨୩ରେ ଏକ ସୋରା ତୁଫାନ ବା ପ୍ରଳୟ ଆସିବ । ଏମିତି ପ୍ରଳୟ ଦୁନିଆରେ କେବେ ବି ହୋଇ ନ ଥିବ । ଏହି ପ୍ରଳୟ ପୃଥିବୀ ର ଚୁମ୍ବକୀୟ ସ୍ଥାନରେ ଗମ୍ଭୀର କ୍ଷତି କରିବ ଓ ସାଟାଲାଇଟ କୁ ଧ୍ଵଂସ କରିଦେବ ।


୪- ଏଲିୟନ କରିବେ ଆକ୍ରମଣ : ବାବା ଭେଙ୍ଗା ଙ୍କ ଅନୁଯାୟୀ ପୃଥିବୀ ୫ଟି ଆୟାମ ରେ ଚାଲିଯିବ । ଏହା ପରେ ଏଲିୟନ ମାନେ ପୃଥିବୀ ଉପରେ ଆକ୍ରମଣ କରିବେ । ଏହି ଆକ୍ରମଣ କାରଣରୁ ୩ ଦିନ ଓ ୩ ରାତି ବିଜୁଳିତ ଉପୋଯୋଗ ହେବ ନାହି ।
୫- ବିଷଧର ବାଦଲର ଭୟ : ବାବା ଭେଙ୍ଗାଙ୍କ ଅନୁଯାୟୀ ନିୟୁକ୍ଲିୟର ଟାୱାର ପ୍ଳାଣ୍ଟରେ ଏକ ବଡ ବିସ୍ଫୋରଣ ହେବ । ଯାହା କାରଣରୁ ବିଷଧର ବାଦଲ ଏସିୟାର କିଛି ଅଂଶରେ ଛାଇ ଯିବେ ।
ବନ୍ଧୁଗଣ ଆପଣଙ୍କର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।