ରାଜ୍ୟ ସ୍ପେଶାଲ ରିପୋର୍ଟ

୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ୍, କହିଲେ ୩୦ ମିନିଟ ସମୟ ଦେଲେ ସବୁ ଗୁମର ଖୋଲିଦେବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର ୦୬/୧୨: ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ ।
ମୁହଁ ଖୋଲି କହିଥିଲେ ଏମିତି କିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଅର୍ଚ୍ଚନା କହିଥିଲେ ମୁଁ ୫ ବର୍ଷର ଛୁଆର ଲୁହ ପଡିବ । ସେ ନିର୍ଦ୍ଦୋଷ, ତାର କୌଣସି ଦୋଷ ନାହିଁ । ଆହୁରି କହିଥିଲେ ମୋତେ ଫସାଇ ଦିଆଯାଇଛି । ମୁଁ ଆତଙ୍କବାଦୀ ନୁହେଁ ଯେ, ଡରିବି । ମୋ ପାଖରେ ବହୁତ କିଛି ସୂଚନା ରହିଛି । କେବଳ ୩୦ ମିନିଟ ସମୟ ଦେଲେ ମୁଁ ସବୁ ଗୁମର ଖୋଲିଦେବି ।
ସବୁ ପ୍ରମାଣ ସହ ଦେଖାଇବି, କେବଳ ଆପଣମାନଙ୍କ ସହଯୋଗ ଦରକାର । ମୁଁ ମୁହଁ ଖୋଲିଲେ ସବୁ ଫସିବେ । ସାରା ରାଜ୍ୟ ଦୋହଲିଯିବ । କେବଳ ମୁଁ ଇଡିକୁ ଅପେକ୍ଷା କରିଥିଲି । କିଏ ମୋତେ ଫସାଇଦେଲା ଜାଣିପାରୁନି । ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବି । ସେ କହିଛନ୍ତି ମୁଁ ଚାହୁଁଛି ସବୁ କିଛି ସାମ୍ନାକୁ ଆସୁ । ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।