ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫୦ ବର୍ଷୀୟା ମା’ଙ୍କୁ ବାହା କରାଇଲା ଝିଅ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ସାଧାରଣତଃ ମା’ ଝିଅର ସୁନ୍ଦର ଭବିଷ୍ୟତ ସହ ତାକୁ ଏକ ଭଲ ଘର ଏବଂ ଭଲ ବର ଦେଖି ବାହାଦେବା ପାଇଁ ସ୍ବପ୍ନ ଦେଖିଥାଏ। କିନ୍ତୁ ଝିଅ ମା’କୁ ବାହାଦେବା ପାଇଁ ସ୍ବପ୍ନ ଦେଖିବା ଏବଂ ତାକୁ ସାକାର କରିବା କେବେ ଆପଣ ଶୁଣିନଥିବେ। କିନ୍ତୁ ସିଲଂରେ ଏଭଳି ଏକ ଘଟଣା ଘଟିଛି। ସିଲଂର ଦେବ ଆରତୀ ‌ଚକ୍ରବର୍ତ୍ତୀ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେଉଛନ୍ତି। ସେ ତାଙ୍କ ୫୦ ବର୍ଷୀୟା ମା’ ମୌସୁମୀ ଚକ୍ରବର୍ତ୍ତୀଙ୍କୁ ଦ୍ବିତୀୟ ବିବାହ କରି ଏବେ ଚର୍ଚ୍ଚାରେ ରହିଛନ୍ତି।

ଦେବ ଆରତୀଙ୍କ ବାପା ସିଲଂରେ ଜଣେ ଡାକ୍ତର ଥିଲେ। ସେ ପିଲାଦିନୁ ତାଙ୍କ ବାପାଙ୍କୁ ହରାଇ ଦେଇଥିଲେ। ତାଙ୍କ ମା’ ତାଙ୍କୁ ତାଙ୍କ ଆଈଙ୍କ ଘରେ ରଖି ପାଠ ପଢ଼ାଇଥିଲେ। ଦେବ ଆରତୀ କହିଛନ୍ତି, ସେ ସବୁବେଳେ ତାଙ୍କ ମା’ଙ୍କୁ ଦ୍ବିତୀୟ ବିବାହ କଥା କହନ୍ତି। ଅନେକ ଥର ତାଙ୍କୁ ଏନେଇ ବୁଝାଇଛନ୍ତି। ଶେଷରେ ସେ ତାଙ୍କ ମା’ଙ୍କୁ ଦ୍ବିତୀୟ ବିବାହ ପାଇଁ ରାଜି କରାଇବାରେ ସଫଳ ହେଲେ। ଦେବଆରତୀଙ୍କ ମା’ ଚଳିତ ବର୍ଷ ପଶ୍ଚିମବଙ୍ଗର ସ୍ବପନଙ୍କୁ ବିବାହ କରିଛନ୍ତି। ଗତ ମାର୍ଚ୍ଚ ୨୦୨୨ ରେ ସେ ବିବାହ କରିଥିଲେ। ଝିଅ କନ୍ୟାପକ୍ଷର ଭୂମିକା ନିର୍ବାହ କରିଥିଲେ। ତେବେ ଗତବର୍ଷ ମାର୍ଚ୍ଚରେ ବିବାହ ହୋଇଥିଲେ ସୁଦ୍ଧା ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ