ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନି ନିଷିଦ୍ଧ

ନୂଆଦିଲ୍ଲୀ : ଇରାନରୁ କମ୍ ଦାମ୍‌ରେ ବିପୁଳ ପରିମାଣର ସେଓ ଆମଦାନି ହେଉଥିବାରୁ ତାହା କାଶ୍ମୀର ସେଓ ଦାମ୍‌କୁ ପ୍ରଭାବିତ କରୁଛି। ଏହାକୁ ନଜରରେ ରଖି କେଜି ପିଛା ୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନିକୁ ସରକାର ନିଷିଦ୍ଧ କରିଛନ୍ତି। ସେଓ ଦାମ୍‌, ବୀମା ଓ ପରିବହନ ଖର୍ଚ୍ଚକୁ ମିଶାଇବା ପରେ କେଜି ପିଛା ଦାମ୍ ୫୦ ଟଙ୍କା କିମ୍ବା ତା’ଠାରୁ କମ୍ ହେଲେ ସେହି ସେଓ ଆମଦାନି କରାଯାରିବ ନାହିଁ।

ଗତ ଦୁଇ ବର୍ଷ ଭିତରେ ଇରାନରୁ ବିପୁଳ ସେଓ ଆମଦାନି ହେବା ପରେ କାଶ୍ମୀରର ସେଓ ଚାଷୀମାନେ ପ୍ରଭାବିତ ହୋଇଥିଲେ। ସେଓ ଚାଷ ହେଉଥିବା ଜମିକୁ ସେମାନେ ଅନ୍ୟ ଫସଲ ପାଇଁ ବ୍ୟବହାର କରିବା ଆରମ୍ଭ କରିଥିଲେ। ଚାଷୀମାନଙ୍କୁ ସେମାନଙ୍କ ସାମଗ୍ରୀ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ସୁଲଭ ମୂଲ୍ୟର ସେଓ ଆମଦାନିକୁ ନିଷିଦ୍ଧ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ