ଅପରାଧ ରାଜ୍ୟ

୪୦ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

ନୂଆପଡା ୧୨।୭: ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ପଡାର ଏକ ଘର ଉପରେ ଚଢାଉ କରି ଅବକାରୀ ବିଭାଗ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସିନାପାଲି ସହରର ଜଗନ୍ନାଥପଡାରେ ରହୁଥିବା ମାଧବ ମେହେର ନିଜ ଘରେ ଗଞ୍ଜେଇ ରଖି ଚୋରା କାରବାର କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇ ମାଧବଙ୍କ ଘରେ ଚଢ଼ାଉ କରିଥିଲା । ମାଧବ ମେହେରଙ୍କ ଘରେ ଥିବା ୪୦ କେ.ଜି. ଗଞ୍ଜେଇକୁ ଜବତ କରିବା ସହ ମାଧବ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ଗଞ୍ଜେଇ କାରବାରର ଲିଙ୍କ ଉପରେ ଅଧିକ ତଦନ୍ତ କରୁଥିବା ଅବକାରୀ ଉପ ନିରୀକ୍ଷକ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।