ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩ ସଂଘୀୟ ଅଭିଯୋଗରେ ଦୋଷ ସ୍ବୀକାର ପାଇଁ ରାଜି ହେଲେ ବାଇଡେନଙ୍କ ପୁଅ ହଣ୍ଟର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ତାଙ୍କ ବିରୋଧରେ ଥିବା ୩ଟି ସଂଘୀୟ ଆୟକର ଅଭିଯୋଗ ସଂକ୍ରାନ୍ତ ମାମଲାରେ ଦୋଷ ସ୍ବୀକାର କରିବାପାଇଁ ରାଜି ହୋଇଛନ୍ତି। ଆୟକର ଟିକସ ଦେବାରେ ବିଫଳତା ନେଇ କ୍ଷମା ମାଗିବାପାଇଁ ହଣ୍ଟର ବାଇଡେନ ରାଜି ହୋଇଛନ୍ତି। ହଣ୍ଟର ବାଇଡେନ ମଧ୍ୟ ବେଆଇନ ଭାବେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଡ୍ରଗ୍‌ ନେଉଥିବା ସତ୍ତ୍ବେ ସେ ବେଆଇନ ଭାବେ ପାଖରେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ