ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୩୩ ଦିନରେ ଧାରଣା, ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକା

ବ୍ରହ୍ମପୁର ୦୩/୦୯: ନ୍ୟାୟ ପାଇଁ ଦୀପିକା ଧାରଣା ଜାରି ରଖିଥିବା ବେଳେ ପ୍ରେମିକ ଦିନେଶଙ୍କ ପରିବାରବର୍ଗ ଘରେ ତାଲା ପକାଇ କୁଆଡେ ପଳାଇଛନ୍ତି । ସେପଟେ ଦୀପିକା ଗଣେଶଙ୍କୁ ଆରାଧନା କରି ନିଜର ତଥା ପୁଅର ଭବିଷ୍ୟତ ପାଇଁ କାମନା କରିଛନ୍ତି । ୧୦୮ ଦୀପ ଲଗାଇ ପୂଜାର୍ଚ୍ଚନା କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଦୀପିକା ଗଣେଶ ମୂର୍ତ୍ତି ବିସର୍ଜନ କରିଛନ୍ତି । ସେ କହିଛନ୍ତି ଦିନେଶଙ୍କୁ ସଦବୁଦ୍ଧି ଦିଅନ୍ତୁ । ଅନ୍ଧାରରେ ଜୀବନକୁ ଆଲୋକମୟ କରନ୍ତୁ । ଏହା ହିଁ ଗଜାନନ ବିଘ୍ନନାଶକ ଗଣେଶଙ୍କୁ ପୂଜା କରି ଗୁହାରୀ କରିଛି । ଗଣେଶ ନିଶ୍ଚିତ ଭାବେ ଗୁହାରୀ ଶୁଣିବେ ।

ନିଶ୍ଚିତ ଭାବେ ନ୍ଯାୟ ମିଳିବା ଆଶା ରଖିଥିବା କହିଛନ୍ତି ଦୀପିକା । ନିଶ୍ଚିତ ଭାବେ ଗଣେଶ ଗୁହାରୀ ଶୁଣିବେ, ବିଘ୍ନକୁ ନାଶ କରିବେ । ନ୍ୟାୟ ନିଶ୍ଚିତ ଭାବେ ମିଳିବ ବୋଲି ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।