ଅପରାଧ ରାଜ୍ୟ

୧୩ ଦାଦନ ଶ୍ରମିକ ଉଦ୍ଧାର, ଚାଲାଣରେ ଜଣେ ଶିକ୍ଷକ ସାମିଲ !

ବଲାଙ୍ଗୀର ୦୫।୧୧: ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ଏମାନଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ। ବଲାଙ୍ଗୀର ସହରରୁ ଏମାନଙ୍କୁ ଉଦ୍ଧାର କରିଛି ଟାଉନ୍ ପୋଲିସ ।

ଖବର ଅନୁଯାୟୀ, ଏକ ଘରୋଇ ବସରେ ପାଇକମାଲରୁ ବ୍ରହ୍ମପୁର ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣେ ସରକାରୀ ଶିକ୍ଷକ ଦାଦନ ଚାଲାଣ କରୁଥିବା ନେଇ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣଙ୍କ ଘୁଷୁରାମୁଣ୍ଡା ଅଞ୍ଚଳର ଏକ ସରକାରୀ ସ୍କୁଲରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଶ୍ରମିକ ମାନେ ରାଜ୍ୟ ବାହାରକୁ ନଯାଇ ରାଜ୍ୟ ଭିତରେ କାମ କରିବାକୁ ଯାଉଥିବା କହିଛନ୍ତି ଉଦ୍ଧାର ଶ୍ରମିକ । ବଲାଙ୍ଗୀର ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।