କଳା ଓ ସଂସ୍କୃତି ରାଜ୍ୟ

ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର

କଟକ ଜିଲ୍ଲା ନିଶ୍ଚିତ କୋଇଲିର ବ୍ଲକ ଅନ୍ତର୍ଗତ ଜଇରାମପୁର ଠାରେ ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର କ୍ଷେତ୍ର, ଉପେଶ୍ୱର ମନ୍ଦିର ପରିଷର ଶିବମୟ ହୋଇଉଠିଥିଲା, ଆଧ୍ୟାତ୍ମିକ ପରିବେଶ ସାସ୍କୃୃଂତିକ କାର୍ଯ୍ୟକ୍ରମ ରେ ବିଭୋର ଥିଲେ ଭକ୍ତଗଣ କିଏ ଦୀପଟିଏ ଜାଳିବସିଥିଲେ ତ ଆଉ କିଏ ଆଖିବୁଜି ମହାଦେବଙ୍କ ମନ୍ତ୍ର ଉଚାରଣ କରୁଥିଲେ ତା ସହିତ ଉତ୍କଣ୍ଠାର ସହିତ ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଥିଲେ, ଭକ୍ତିମୟ ବାତା ବରଣରେ ଭକ୍ତଙ୍କ ମୁହଁରୁ ବାହାରି ଆସୁଥିଲା ଜୟ ଶିବଶଙ୍କର, ଉପେଶ୍ୱର ମନ୍ଦିର ସଭାପତି ଉପେନ୍ଦ୍ର କୁମାର ନାୟକ ଙ୍କ ତତ୍ୱାବଧ୍ୟାନରେ ଓ ଗ୍ରାମବାସୀଙ୍କ ସହଯୋଗରେ ମହାଦୀପ ରାତ୍ର ୧୨ଟାରେ ମନ୍ଦିର ଚୂଡ଼ାରେ ଉଦ୍‌ଭାସିତ ହୋଇଥିଲା ମହାଦୀପ, ମହାଦୀପ ଦର୍ଶନକରି ଭକ୍ତଗଣ ବ୍ରତ ସମାପନ କରି ପ୍ରସାଦ ସେବନ କରିଥିଲେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,