ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଜ୍‌ କୋଟା ଫେରାଇଲା ପାକିସ୍ତାନ, ୭୫ ବର୍ଷରେ ପ୍ରଥମ ଘଟଣା

ଇସଲାମାବାଦ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଥିବାରୁ ଏଥର ଅଧିକାଂଶ ପାକିସ୍ତାନୀ ନାଗରିକ ହଜ୍ ଯିବା ଯୋଜନାକୁ ବାତିଲ କରିଛନ୍ତି।

ପାକିସ୍ତାନ ହଜ୍ ପାଇଁ ଉଦ୍ଦିଷ୍ଟ ୮୦୦୦ ସିଟ୍ ଫେରାଇଥିବାରୁ ସେଠାକାର ସରକାର ୨୪ ନିୟୁତ ଡଲାର ସଞ୍ଚୟ କରିପାରିବେ। ଅର୍ଥନୀତିକୁ ସୁଧାରିବା ଲାଗି ପାକିସ୍ତାନ ସରକାର ଆଇଏମ୍ଏଫ୍‌ ସହିତ ଆଲୋଚନା ଜାରି ରଖିଛନ୍ତି। ନବମ ପର୍ଯ୍ୟାୟ ଆଲୋଚନା ଶେଷ ହେଲାଣି କିନ୍ତୁ ଆଇଏମ୍ଏଫ୍ ପାଣ୍ଠି ଦେଉନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ