କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସ୍ବାମୀ – ସ୍ତ୍ରୀ ନିଜ ରୂମରେ ଏହି ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ,ସବୁବେଳେ ଲାଗିରହିବ ଝ-ଗଡା

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ସ୍ୱାମୀ ସ୍ତ୍ରୀ ନିଜ ରୁମରେ ଏହି ଦିଗରେ ଲଗାନ୍ତୁ ନାହିଁ ଦର୍ପଣ ଝ-ଗଡା ଲାଗି ରହିବ।

ବନ୍ଧୁଗଣ ଭଗବାନ ଆମକୁ ଆଖିର ରୂପରେ ଗୋଟେ ଉପହାର ଦେଇଛନ୍ତି ଯେଉଁ ଦ୍ୱାରା ଆମେ ସବୁକିଛି ଦେଖିପାରିବା ଆଉ ତାକୁ ଅନୁଭବ କରିପାରିବା। ବିନା ଆଖିରେ କରିପାରିବା କିଛିବି ସମ୍ଭବ ନାହିଁ କିନ୍ତୁ ପୁରା ବିଶ୍ୱକୁ ଆପଣ ଆଖିରେ ସିନା ଦେଖିପାରିବେ କିନ୍ତୁ ଆଖିର ସାହାର୍ଯ୍ୟରେ ଆମେ ନିଜକୁ ଦେଖି ପାରିନଥାଉ ଆଉ ବିଜ୍ଞାନର ଏହି ସମସ୍ୟାର ସମାଧାନ ପାଇଁ ବାହାର କରାଯାଇଥିଲା ଆଇନା ବା ଦର୍ପଣ। ବାସ୍ତବରେ ଆଇନା ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ବନିଯାଇଛି। ନିଜକୁ ସଜେଇବା ସହିତ ଘରକୁ ସଜେଇବା ପାଇଁ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। ଆଉ ସମସ୍ତଙ୍କ ଘରେ ଛୋଟ ବଡ଼ ଆଇନା ଦେଖିବାକୁ ମିଳିଥାଏ କିନ୍ତୁ ବାସ୍ତୁ ଅନୁସାରେ ଆଇନାକୁ ଏହିପରି ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଖତ-ରନା-କ ହୋଇପାରେ। ଏତେ ଖତରନାକ କି ଏହା ଆପଣଙ୍କ ଜୀବନ ବି ନେଇପାରେ। ବାସ୍ତୁ ଅନୁସାରେ ଆଇନାକୁ ନକ-ରାତ୍ମ-କ ଉର୍ଜାକୁ ଝିଙ୍କୁ ଥିବା ବସ୍ତୁ ମାନାଯାଏ। ସେଥିପାଇଁ ବାସ୍ତୁ ଅନୁସାରେ ଆଇନାକୁ ଠିକ ଦିଗ ଏବଂ ଠିକ ସ୍ଥାନରେ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନକରାତ୍ମକ ଉର୍ଜାର ସାମ୍ନାରେ ରଖାଯାଇଥିବା ଆଇନା ସେହି ଉର୍ଜାକୁ ନିଜ ଭିତରେ ସୋମହିତ କରିନେଇଥାଏ। ଆଉ ଖରାପ ଶକ୍ତିର ପ୍ରଭା-ବରୁ ଆମକୁ ବଞ୍ଚେଇ ଥାଏ କିନ୍ତୁ ଯଦି ଆଇନାକୁ ସକା-ରାତ୍ମକ ଉର୍ଜା ଦିଗରେ ରଖିଦିଆଯାଏ ତ ତାହା ଘରର ସବୁ ସକା-ରାତ୍ମକ ଉର୍ଜାକୁ ସୋମହିତ କରିନେବ ଆଉ ବ୍ୟକ୍ତିକୁ ଅଲଗା ଅଲଗା ପ୍ରକାରର ଖରାପ ପରିଣାମକୁ ସହିବାକୁ ପଡିବ। ଏହି ପ୍ରକାରରେ ଆଇନା ନିଜ ବେଡ଼ରୁମରେ ରଖିବା ଭଲ ନୁହେଁ ଯେଉଁ ଦ୍ଵାରା ଶୋଉଥିବା ବ୍ୟକ୍ତି ସେହି ଆଇନାରେ ଦେଖାଯାଉଥିବ। ଖାସ କରି ରାତିର ସମୟରେ ତ ବେଡ଼ରେ ଶୋଉଥିବା ବ୍ୟକ୍ତି କାଚରେ ଦେଖାଯିବା ବହୁତ ଅଶୁଭ ହୋଇଥାଏ। ଏମିତି ହେବା ବ୍ୟକ୍ତିର ସ୍ୱାସ୍ଥ୍ୟ ପାଇଁ ହା-ନିକା-ରକ ମାନାଯାଇଥାଏ କାରଣ ଏମିତିରେ ବ୍ୟକ୍ତିର ଶରୀରରେ ସକା-ରାତ୍ମକ ଉର୍ଜା ଆଇନା ନିଜ ଆଡ଼କୁ ଆକ-ର୍ଷିତ କରିନିଏ ଆଉ ଶରୀର ବୀ-ମାର ହୋଇଯାଏ। ଯଦି ଆଇନାରୁ ବାହାରୁଥିବା କିରଣ ଆପଣଙ୍କୁ ଲଗାତାର ସ୍ପର୍ଶ କରିବ ତାହା ବହୁତ ଖତ-ରନାକ ହୋଇଥାଏ ଯାହା ଦ୍ୱାରା ଆପଣଙ୍କୁ ବଡ଼ ବି-ମାରୀ ହୋଇଯାଏ। ଯାହା ବ୍ୟକ୍ତିର ପୁରା ଜୀବନ ପାଇଁ ସେହି ବି-ମାରୀ ରହିଯାଏ କିମ୍ବା ତାହାର ମୃ-ତ୍ୟୁର କାରଣ ବି ବନିଯାଏ। ସେଥିପାଇଁ ବନ୍ଧୁଗଣ ବେଡ଼ରୁମରେ ଆଇନାକୁ ଏପରି ରଖନ୍ତୁ ନାହିଁ ଯେପରି ଶୋଇବା ସମୟରେ ଆପଣଙ୍କ ଶରୀର ସେଥିରେ ଦେଖାଯାଉଥିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ