ଅପରାଧ ଦେଶ ବିଦେଶ

ସ୍ବାମୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା ସ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ମହିଳା ସ୍ବାମୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଛି। ପ୍ରେମିକ ସହଯୋଗରେ ମହିଳା ଜଣକ ଏହି କାଣ୍ଡ ଘଟାଇଛି। ଅଭିଯୁକ୍ତ ମହିଳାର ନାଁ ଆଶିୟା। ସେ ତା’ ସ୍ବାମୀଙ୍କ ସାନ ଭାଇକୁ ପ୍ରେମ କରୁଥିଲା। ସ୍ବାମୀଙ୍କ ସାନ ଭାଇ ସୁହେଲ ସାହାଯ୍ୟରେ ସେ ତା ସ୍ବାମୀକୁ ହତ୍ୟା କରିଛି ଏବଂ ଘରର ପାଇଖାନା ଟାଙ୍କିରେ ମର ଶରୀରକୁ ପୋତି ଦେଇଥିଲା। ତେବେ ଏହି ଘଟଣାର ତଦନ୍ତ ହେବାପରେ ଆଶିୟା ଧରା ପଡ଼ିଛି ଏବଂ ଗିରଫ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ହେଉଛି ସାଗର। ଗତ ଜୁନ୍‌ ୬ ତାରିଖରୁ ସେ ନିଖୋଜ ଥିଲେ। ତଦନ୍ତ ହେବାପରେ ସତ ପଦାକୁ ଆସିଲା। ସ୍ବାମୀକୁ ମାରି ଆଶିୟା ସେହି ସମାନ ଘରେ ରହି ଆସୁଥିଲା। ପୁଲିସ ଆଶିୟା ଏବଂ ସୁହେଲଙ୍କୁ ଜେରା କରିବାପରେ ଉଭୟ ସେମାନଙ୍କ ଅପରାଧ ସ୍ବୀକାର କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ