ଦେଶ ବିଦେଶ ସ୍ୱାସ୍ଥ୍ୟ

ସୁସ୍ଥ ପରେ ଆପଣଙ୍କ ଦେହରେ ରହୁଛି କି ଏହି ସବୁ ଲକ୍ଷଣ ? ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ନମାନିଲେ ଶୀତ ଦିନେ ସ୍ଥିତି ହୋଇପାରେ ସାଙ୍ଘାତିକ…

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି କୋଭିଡ୍ ପରବର୍ତ୍ତୀ ସମସ୍ୟା । ଶୀତ ଦିନେ କରୋନା କୋପ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କାରଣ ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ ଯାହା ଫଳରେ ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବ । ଏହାସହ ଶୀତଦିନେ ଭୂତାଣୁ ଜନିତ ରୋଗ ଅଧିକ ସଂଖ୍ୟାରେ ଦେଖାଦେଇଥାଏ ତେଣୁ ଏହି ସମୟରେ ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର ।

ତେବେ ଏହିମାନଙ୍କୁ ଶୀତଦିନେ ଅଧିକ ସଚେତନ ରହିବାକୁ ପଡ଼ିବ । କୋଭିଡ୍ ରୋଗୀ ସୁସ୍ଥ ହେବା ପରେ କିଛି ନା କିଛି ସମସ୍ୟା ରହୁଛି । ଏପରିକି ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି ହାଲିଆ ହେବା କିମ୍ବା ଥକି ଯିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯୁବଗୋଷ୍ଠୀ ସଞ୍ଜମତା ଅବଲମ୍ବନ କରିବାକୁ ବରିଷ୍ଠ ଡାକ୍ତରମାନେ ପରାର୍ଶମ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ