ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସୁରତରେ କରୋନା ଅଣାୟତ୍ତ: ଗଞ୍ଜାମ ଜିଲ୍ଲା ପ୍ରତି ବିପଦ ବଢ଼ିବାରେ ଲାଗିଛି

ବ୍ରହ୍ମପୁର: ସୁରତରେ ପ୍ରତିଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସହରରେ ରାତ୍ର ୯ଟା ଠାରୁ ସକାଳ ୬ଟା ଯାଏଁ ରାତ୍ର କର୍ଫ୍ୟୁ ବଳବତ୍ତର ଥିବାବେଳେ କରୋନାକୁ ନିୟନ୍ତ୍ରଣ ପାଇଁ କମିସନରରେଟ ପୁଲିସ ପକ୍ଷରୁ ୩୦ମାର୍ଚ ଠାରୁ ୧୩ ଏପ୍ରିଲ ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏହା ଦ୍ବାରା ୪ ଜଣରୁ ଅଧିକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସାମାଜିକ କାର୍ଯ୍ୟକ୍ରମ ଉପରେ ବି ପ୍ରତିବନ୍ଧକ ଲଗାଯାଇଥିବା ବେଳେ ସରକାରୀ, ଅର୍ଦ୍ଧ ସରକାରୀ ସେବା, ଅନ୍ତିମ ସଂସ୍କାର ଏବଂ ବାହାଘର କ୍ଷେତ୍ରରେ ଏହା ଲାଗୁ ହେବନାହିଁ।

ସୋମବାରର କରୋନା ସ୍ଥିତିକୁ ଦେଖିଲେ ସୁରତ ସହରରେ ୬୦୩ ପଜିଟିଭ ଏବଂ ଗ୍ରାମଞ୍ଚଳର ୭୪ ମିସି ମୋଟ ସୁରତ ଜିଲ୍ଲାରେ ଆଜି ୬୭୭ ଜଣ କରୋନା ପଜିତିଭ ଚିହ୍ନଟ ହୋଇଛନ୍ତି। ସୁରତ ସିଟିରେ ୩ ଏବଂ ଗ୍ରାମାଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଛି ।

ସୁରତ ସ୍ଥିତି ଯେତିକି ଜଟିଳ ଆଡ଼କୁ ଗତି କରୁଛି, ଓଡ଼ିଶା ପ୍ରତି ବିଶେଷ କରି ଗଞ୍ଜାମ ଜିଲ୍ଲା ବିପଦ ବଢ଼ିବାରେ ଲାଗିଛି। ଗଞ୍ଜାମକୁ ସୁରତ ଓ ମୁମ୍ବାଇରୁ ପ୍ରବାସୀ ଫେରୁଥିବା ବେଳେ ଜିଲ୍ଲା ପ୍ରତି ଅଧିକ ବିପଦ ବଢୁଛି। ଗଞ୍ଜାମରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ