ଅପରାଧ ରାଜ୍ୟ

ସିମ୍‌ କେଳେଙ୍କାରୀ ଘଟଣା, ମାଲକାନଗିରିରୁ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ୧୧।୦୫ : ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣା। ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୀପକ ହେଉଛି ମୋବାଇଲ ସେବା କମ୍ପାନୀର ସେଲ୍‌ସ ମ୍ୟାନେଜର। ଦୁଷ୍ମନ୍ତ କିଣୁଥିବା ସିମ୍‌ ଆକ୍ଟିଭ କରୁଥିଲା ଦୀପକ। ଏହି ଗିରଫଦାରୀକୁ ମିଶାଇ ଗିରଫ ସଂଖ୍ୟା ୫ରେ ପହଞ୍ଚିଲା।

ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଆଉ ୨ ଜଣଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ ମୋଟ ଗିରଫ ସଂଖ୍ୟା ୫ରେ ପହଞ୍ଚିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।