ଖେଳ

ସିନ୍ଧୁଙ୍କ ସଫଳତା ନେଇ ଆନ୍ଧ୍ର ସରକାରଙ୍କ ଘୋଷଣା, ଦିଆଯିବ ୩୦ ଲକ୍ଷ

ତେଲେଙ୍ଗାନା ୦୩/୦୮: ଟୋକିଓ ଅଲିମ୍ପିକରେ ସଫଳତା ପରେ ସିନ୍ଧୁଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ଆନ୍ଧ୍ରପ୍ରଦେଶ ସରକାର ବ୍ୟାଡମିଣ୍ଟନ ସୁପରଷ୍ଟାରଙ୍କ ବହୁତ ପ୍ରସନ୍ନ ଅଛନ୍ତି । ତାଙ୍କ ସଫଳତାରେ ଖୁସି ହୋଇ ପୁରସ୍କୃତ କରିବାକୁ ଘୋଷଣା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ ଜଗନମୋହନ ରେଡ୍ଡୀ ଅଧିକାରୀଙ୍କୁ କହିଛନ୍ତି ରାଜ୍ୟ ଖେଲ ନୀତି ମୁତାବକ ପୁରସ୍କାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିୟମ ଅନୁୟାୟୀ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ପାଇଁ ୩୦ ଲକ୍ଷର ନଗଦ ରାଶି ଦିଆଯାଇଥାଏ । ବନ୍ଦରଗାହ ସହର ବିଶାଖାପାଟନମରେ ବ୍ୟାଡମିଣ୍ଟନ ଏକାଡେମୀ ପ୍ରତିଷ୍ଠା ପାଇଁ ସିନ୍ଧୁଙ୍କୁ ଦୁଇ ଏକର ଜମି ଆବଣ୍ଟନ କରିବାକୁ ସରକାରଙ୍କ ନିର୍ଦ୍ଦେଶର ଏକ ନକଲ ମଧ୍ୟ ପ୍ରଦାନ କରିଛନ୍ତି ।

ସିନ୍ଧୁ ହେଉଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ କର୍ମଚାରୀ ଅଟନ୍ତି । ୨୦୧୬ରେ ରିଓ ଅଲିମ୍ପିକରେ ବିଜେତା ପରେ ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଥିଲେ । ହେଲେ ଏବେ ବର୍ତ୍ତମାନର ଏପି ସରକାର ୩୦ ଲକ୍ଷ ଟଙ୍କାର ନଗଦ ରାଶି ଘୋଷଣା କରିଛନ୍ତି । ଯାହାକି ପୂର୍ବ ତୁଳନାରେ କମ୍ ବୋଲି କୁହାଯାଉଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ