ମନୋରଞ୍ଜନ

ସିଂହଳୀ ସୁନ୍ଦରୀ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବେ ବେଶ୍ ବ୍ୟସ୍ତ। ଲକ୍‌ଡାଉନ୍ ପରେ ସେ ତିନି ତିନିଟି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ସବୁଥିରେ ପୁଣି ମୁଖ୍ୟ ନାୟିକା। ଏବେ ଚାଲିଛି ‘ଭୂତ ପୋଲିସ’। ଏଥିରେ ଜ୍ୟାକଲିନ୍‌ଙ୍କ ବିପକ୍ଷର ନାୟକ ଅଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଏହାବ୍ୟତୀତ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସର୍କସ୍‌’ରେ ଜ୍ୟାକଲିନ୍ ରଣବୀର ସିଂହଙ୍କ ନାୟିକା ସାଜୁଛନ୍ତି। ସେମିତି ଜ୍ୟାକଲିନ୍ ଜନ୍ ଆବ୍ରାହମ୍‌ଙ୍କ ସହ ଯୋଡ଼ି ସାଜିଛନ୍ତି ନୂଆ ସିନେମା ‘ଆଟାକ୍‌ରେ’। ଅଳ୍ପଦିନର କ୍ୟାରିୟର୍ ଭିତରେ ଇଣ୍ଡଷ୍ଟ୍ରିରେ ଜ୍ୟାକ୍‌ଲିନ୍‌ଙ୍କ ଡିମାଣ୍ଡ ବେଶ୍ ବଢ଼ିଯାଇଛି। ସେଇଥିପାଇଁ ସେ ସିଂହଳୀ ଝିଅ ହେଲେ ବି ତାଙ୍କୁ ବଲିଉଡ୍‌ର ସିଂହଳୀ ସୁନ୍ଦରୀ କୁହାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ