ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ ପଣ୍ଡା ନାମକ ଜଣେ ଲୋକକୁ ଧରିଥିଲା ଟିମ୍, ଯିଏକି ଦୀର୍ଘ ଦିନ ଧରି ଧଳା ଜହର ବେପାର କରୁଥିଲେ।

ଆଜି ରାଜୀବ ପାଖକୁ ଜଣେ ବ୍ରାଉନସୁଗାର ବେପାରୀ ଆସିଥିଲେ। ତାକୁ ଧରିବା ପାଇଁ ପୁର୍ବରୁ ପ୍ଲାନ୍ କରିଥିଲା ଅବକାରୀ ବିଭାଗ। କିନ୍ତୁ ଚଢାଉ ବେଳେ ସେ ଖସିଗଲା ବେଳେ ରାଜୀବ ଧରା ପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।