କଳା ଓ ସଂସ୍କୃତି ରାଜ୍ୟ

ସରିଲା ଭଦ୍ରକର କାଳୀପୂଜା, ସବୁ ମଣ୍ଡପରୁ ବିଦାୟ ନେଲେ ମା’

ଭଦ୍ରକ ୦୭।୧୧ : ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ସରିଛି । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି ।

ପ୍ରଶାସନର ନିୟମ ଅନୁଯାୟୀ, ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ ହୋଇଛି । ଵିଧି ରକ୍ଷା ପାଇଁ ପାରମ୍ପରିକ ବାଦ୍ୟ ବଜାଇ ମା କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,