କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

ସରସ୍ବତୀ ପୂଜାରେ ମୁକ୍ତିଲାଭ କରିବ ଏଲ୍ଆଇସି

ସରସ୍ବତୀ ପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଲ୍ଆଇସି ବା ଲଭ୍ ଇନ୍ କ୍ୟାପିଟାଲ୍। ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଥିବା ବେଳେ କରୋନା ପାଇଁ ଏହା ମୁକ୍ତିଲାଭ କରିପାରି ନଥିଲା। ସିନେ ପ୍ରେକ୍ଷାଳୟଗୁଡ଼ିକରୁ କଟକଣା ହଟିବା ପରେ ଏହାକୁ ସରସ୍ବତୀ ପୂଜାରେ ମୁକ୍ତିଲାଭ କରାଇବା ପାଇଁ ଯୋଜନା କରିଥିବା ପ୍ରଯୋଜକ ତୁଷାରକାନ୍ତ ପାଣିଗ୍ରାହୀ ଓ ଏମ୍‌ ପ୍ରଭୁଦତ୍ତ କହିଛନ୍ତି। ପି. ପ୍ରଭାକାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଙ୍କିତ, ପ୍ରିୟଙ୍କା, ବିଜୟ, ଦେବୁ ବ୍ରହ୍ମା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ପ୍ରଭାତ, ସରୋଜ ଦାଶ, ବାବୁ ପ୍ରଧାନ, ଦେବୀ ବାରିକ, ଚୁଙ୍ଗା, ଜ୍ଞାନ, ଜ୍ୟୋତି ପ୍ରମୁଖ ସହଯୋଗୀ କଳାକାର ଭାବେ ଅଭିନୟ କରିବେ। ଏହା ଏକ ପ୍ରେମ ଓ ହାସ୍ୟରସଭରା ଚଳଚ୍ଚିତ୍ର ହୋଇଥିବାରୁ ଲୋକାଦୃତ ହେବ ବୋଲି ପ୍ରଯୋଜକ ଆଶା ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ