ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ହେବ। ସମୁଦାୟ ୧୪ଟି କ୍ଷେତ୍ରରେ ୨୯ଟି ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ପତ୍ର ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।
ଏଥିରେ ଅଗଦ ତନ୍ତ୍ର(ଟକ୍ସିକୋଲୋଜି), ଦ୍ରବ୍ୟଗୁଣ, କୁମାର ଭୃତ୍ତ୍ୟ, କାୟ ଚିକିତ୍ସା, ପଞ୍ଚକର୍ମ, ପ୍ରସୂତି ତନ୍ତ୍ର, ରଚନା ଶରୀର, ରସଶାସ୍ତ୍ର, ରୋଗନିଦାନ, ସଂହିତା ଏବଂ ସିଦ୍ଧାନ୍ତ, ସଂସ୍କୃତ, ଶାଲାକ୍ୟ ତନ୍ତ୍ର, ଶଲ୍ୟ ତନ୍ତ୍ର, ସ୍ବାସ୍ଥ୍ୟ ଭୃତ୍ତ୍ୟ ଭଳି କ୍ଷେତ୍ରରେ ଖାଲି ଥିବା ପଦବି ପୂରଣ କରାଯିବ। ଓଡ଼ିଶା ଆୟୁର୍ବେଦିକ ମେଡିକାଲ ଶିକ୍ଷା ସେବା ଅଧୀନରେ ନିୟମିତ ବ୍ୟବଧାନରେ ଏସବୁ ପଦବି ପୂରଣ କରାଯିବ ବୋଲି ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l