ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ, ୩ ବଙ୍ଗୀୟ ପର୍ଯ୍ୟଟକ ଅଟକ

ପୁରୀ ୩।୬: ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଭିତରେ ଜେଟିପି ଓ ପ୍ରତିହାରୀ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ନିୟମ ଭାଙ୍ଗି ଶ୍ରୀଜିଉଙ୍କ ଦର୍ଶନ ପାଇଁ ବେହରଣ ଦ୍ବାର ବାଟେ ଜୋର ଜବରଦସ୍ତ ପଶିବା ପାଇଁ ଉଦ୍ୟମ କରୁଥିଲେ ବଙ୍ଗୀୟ ଭକ୍ତ। ଏହାକୁ ପ୍ରତିହାରୀ ସେବାୟତ ଚନ୍ଦନ ଖୁଣ୍ଟିଆ ଓ ଜେଟିପି ଶ୍ୟାମସୁନ୍ଦର ମିଶ୍ର ବାରଣ କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ବଙ୍ଗୀୟ ଭକ୍ତ ତାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ପରେ ତିନି ବଙ୍ଗୀୟ ପର୍ଯ୍ୟଟକ ଅଟକ ଅଛନ୍ତି ।‌

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।