ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷାବର୍ଷ ଘୁଞ୍ଚାଯିବ; ହେଲେ ବାତିଲ୍ କଥା ସାରା ଦେଶର ସରକାର ମିଶିକି ବିଚାର କରିବା କଥା: ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ବର: କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି ଆଜି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ତେବେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜି ନହେଲେ ଦିନେ ନା ଦିନେ ଏହା ଖୋଲିବ। ହୁଏତ ବିଳମ୍ବ ହୋଇପାରେ। । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ଘୁଞ୍ଚାଯିବ ବୋଲି ଶାଶ୍ବତ ମିଶ୍ର ଆଜି କହିଛନ୍ତି।

ତେବେ ଶିକ୍ଷାବର୍ଷ ବାତିଲ କଥା ସାରା ଦେଶର ସରକାର ମିଶି ବିଚାର କରିବା କଥା। କାରଣ ଶିକ୍ଷାବର୍ଷ ବାତିଲ ଏକ ବହୁତ ବଡ଼ ନିଷ୍ପତ୍ତି। ଯଦି ବାତିଲ ହେଉଛି ତାହେଲେ ଛାତ୍ରଛାତ୍ରୀଙ୍କୁ କ୍ଷତି ସହିବାକୁ ପଡ଼ିବ । ସେହିପରି କଲେଜ ଓ ହଷ୍ଟେଲ ଖୋଲିବା ନେଇ ସବୁ ଦିଗରୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି