ଦେଶ ବିଦେଶ ଧର୍ମ ରାଜ୍ୟ

ଶାରଦୀୟ ନବରାତ୍ରିର ପଞ୍ଚମ ଦିନ, ମା’ ସ୍କନ୍ଦମାତାଙ୍କ ଉପାସନା କରୁଛନ୍ତି ଭକ୍ତ

ନୂଆଦିଲ୍ଲୀ ୩୦/୦୯: ନବରାତ୍ରିର ୫ମ ଦିନ ସ୍କନ୍ଦମାତାଙ୍କର ଉପାସନା କରାଯାଏ । ମାତା ପରମ ସୁଖଦାୟୀ । ମୋକ୍ଷର ଦ୍ୱାର ଉନ୍ମୁକ୍ତକାରିଣୀ । ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି ।

ଭଗବାନ ସ୍କନ୍ଦ କୁମାର କାର୍ତ୍ତିକେୟ ନାମରେ ଖ୍ୟାତ । ତାଙ୍କ ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ସ୍ୱରୂପ ସ୍କନ୍ଦମାତା ନାମରେ ଖ୍ୟାତ । ମା’ ଚତୁର୍ଭୁଜା । ଉଦ୍ଧ୍ୱର୍ମୁଖା ହୋଇଥିବା ଦକ୍ଷିଣ ନିମ୍ନ ହସ୍ତରେ ମା’ କମଳ ପୁଷ୍ପ ଧାରଣ କରିଛନ୍ତି । ନିମ୍ନ ହସ୍ତରେ ସ୍କନ୍ଦଙ୍କୁ ଧାରଣ କରିଛନ୍ତି । ବାମ ଉଦ୍ଧ୍ୱର୍ ହସ୍ତ ବରଦ ମୁଦ୍ରା ଏବଂ ନିମ୍ନ ଭୁଜାରେ ମଧ୍ୟ କମଳ ପୁଷ୍ପ ଧାରଣ କରିଛନ୍ତି । ମା’ ଶୁଭ୍ରବର୍ଣ୍ଣା । କମଳ ଆସନରେ ବିରାଜମାନ କରିଥିବାରୁ ମାତା ପଦ୍ମାସନୀ ଦେବୀ ନାମରେ ଖ୍ୟାତ । ମା’ଙ୍କର ବାହନ ସିଂହ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ