ଅପରାଧ ରାଜ୍ୟ

ଶହୀଦନଗରରୁ ଯୁବତୀଙ୍କୁ କାର୍‌ରେ ଅପହରଣ କରିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୩/୦୭: ଭୁବନେଶ୍ୱରରେ ଥିବା ଶହୀଦନଗର ଅଞ୍ଚଳରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ। ଏକ କଳା ସ୍ୱିଫ୍ଟ ଡିଜାୟାର୍‌ କାର୍‌ରେ କିଛି ଯୁବକ ଆସି ସେହି ଯୁବତୀଙ୍କୁ ଜୋର୍‌ ଜବରଦସ୍ତି କରି କାର୍‌ରେ ବସାଇ ଅପହରଣ କରି ନେଇଛନ୍ତି। ଅପହରଣ ପରେ କିଛି ସ୍ଥାନୀୟ ଲୋକ ସେହି କାର୍‌କୁ ପିଛା କରିଥିଲେ। ପରେ କାର୍‌କୁ ଅଟକାଇବା ପାଇଁ ଲୋକମାନେ କାର୍‌କୁ ପଥର ମାଡ଼ କରିଥିଲେ। କିନ୍ତୁ କାର୍‌କୁ ଦୁର୍ବୃତ୍ତମାନେ ନେଇ ପଳାଇଯାଇଛନ୍ତି। ଅପହପରଣ ହୋଇଥିବା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ସମସ୍ତଙ୍କୁ ଚକମା ଦେଇ ଯୁବତୀଙ୍କୁ ନେଇ ଚମ୍ପଟ ମାରିଛି ଏହି କାର୍‌।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।