କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶନିବାରଠୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ: ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ୨୫/୧୨: ଶନିବାର ଠାରୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ ସୁବିଧା। ସକାଳ ୭ ଟାରୁ ଆରମ୍ଭ ହେବ ମାର୍କେଟ ଛକରୁ ଧାଡି ଦର୍ଶନ। ଏଥିପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟୋକନ ସହ ପରିଚୟ ପତ୍ରର କରାଯିବ ଯାଞ୍ଚ। କୋଭିଡ୍ କଟକଣା ମଧ୍ୟରେ ସିଂହଦ୍ଵାର ଦେଇ ପ୍ରବେଶ ଉତ୍ତର ଦ୍ବାରା ଦେଇ କରିବେ ପ୍ରସ୍ଥାନ।

ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସ, ସମସ୍ତେ ମାସ୍କ, ସାନିଟାଇଜର, ସାମାଜିକ ଦୁରତା ମାନିବେ। ସୁରକ୍ଷା ନେଇ ମୋଟ ୧୮ ପ୍ଲାଟୁନ ଫୋର୍ସ ମୁତୟନ। ଏଥିରୁ କେବଳ ତିନି ପ୍ଲାଟୁନ ଫୋର୍ସ ଜଗିବେ ଶ୍ରୀମନ୍ଦିର, ଦୁଇଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଜଣ ଆଇଆଇସି ହେବେ ମୁତୟନ ହେବେ। ଏସଓପିକୁ କଡାକଡି ଭାବେ ପାଳନ କରାଯିବ ବୋଲି ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,