ଅପରାଧ ରାଜ୍ୟ

ଶଗଡ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ସ୍ୱାମୀ-ସ୍ତ୍ରୀ ମୃତ

ଦେବଗଡ ୨୪।୧୧ : ଦେବଗଡ଼ ତିଲେଇବଣୀ ଗାଁରେ ଅଘଟଣ । ଶଗଡ ଗାଡ଼ି ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଶଗଡରେ ଯାଉଥିବା ସ୍ବାମୀ ଓ ସ୍ତ୍ରୀ ମୃତ । ମୃତକ ହେଲେ ଶରତ ସାହୁ ଓ ତାଙ୍କ ସ୍ତ୍ରୀ । ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ସୂଚନା । ଘଟଣାସ୍ଥଳରେ ଉତ୍ତେଜନା । ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣୀ ଠାରେ ଘଟିଛି ଦୁର୍ଘଟଣା।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଦେବଗଡ଼ ତିଲେଇବଣୀ ଗାଁ ନିକଟରେ ଘଟିଲା ଅଘଟଣ । ୪୯ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ ଗାଡି ଉପରେ ଓଲଟିପଡିଛି ଶଗତ ଗାଡି । ଯାହାଫଳରେ ଶଗଡ଼ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ସେମାନଙ୍କ ପରିଚୟ ମିଳିଛି । ଏପିରିକି ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।