ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ତେଣେ ନିଆଁର ପ୍ରଭାବରେ ଲୋକସେବା ଭବନ ପରିସର ଧୂଆଁମୟ ହୋଇଥିଲା। ଏସିରେ ସଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।
Trending
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
- ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ଼: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
- ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା
- ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ
- ବାଚସ୍ପତି କେ. ସୁରେଶଙ୍କ ନାମାଙ୍କନ ଉପରେ ହସ୍ତାକ୍ଷର କଲେନି ଟିଏମସିର କୌଣସି ସାଂସଦ
- ଗୁଣିଆକୁ ଭରସା କରି ଚାଲିଗଲା ଅମୂଲ୍ୟ ଜୀବନ
- ବାଚସ୍ପତି ପଦ ପାଇଁ ଏନ୍ଡିଏରୁ ଓମ୍ ବିର୍ଲା ଓ ବିରୋଧୀ ପକ୍ଷରୁ କେ ସୁରେଶ
Wednesday, June 26