ରାଜ୍ୟ

ଲେଖା ଓ ଲେଖକର ସବୁଠୁ ବଡ଼ ଅସ୍ତ୍ର ହେଉଛି ନିଷ୍ଠା: ବ୍ୟାରି ଓବ୍ରିନ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର: ଭାରତରେ ଆଙ୍ଗ୍‌ଲୋ-ଭରତୀୟଙ୍କ ସଂଖ୍ୟା ଲକ୍ଷାଧିକ। କିନ୍ତୁ ୨୦୧୧ ଜନସଂଖ୍ୟା ଗଣନା କହୁଛି, ଦେଶରେ ଏହି ସମୁଦାୟଙ୍କ ସଂଖ୍ୟା ପାଖାପାଖି ୨ ହଜାର। ଭାରତର ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ ମାତ୍ରାରେ ଏହି ସମ୍ପ୍ରଦାୟ ବାସ କରୁଥିବାରୁ ଏମାନଙ୍କ ସ୍ଥିତି ଯେମିତି ସରକାରଙ୍କ ପାଇଁ ନଗଣ୍ୟ। ଏଣୁ ଏହି ସମୁଦାୟ ଏବେ ଅବହେଳିତ। ଯଦି ଏହି ସମୁଦାୟର ଲୋକଙ୍କୁ ନେଇ ଭାରତରେ ଏକ ରାଜ୍ୟ ଗଠନ ହୁଏ, ତେବେ ସେ ରାଜ୍ୟର ଶିକ୍ଷା, ସଂସ୍କୃତି ଓ ସଭ୍ୟତା ବେଶ୍‌ ଉନ୍ନତ ହେବ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ଓ କ୍ବିଜ୍‌ ମାଷ୍ଟର ବ୍ୟାରି ଓବ୍ରିନ୍‌।

ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ‘ଦ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ସ୍‌’ ସମ୍ପର୍କରେ ଆଲୋଚନା କରି ସେ ଏହା କହିଛନ୍ତି। ତାଙ୍କର ଏହି ଆଙ୍ଗ୍‌ଲୋ-ଇଣ୍ଡିଆନ୍‌ ପୁସ୍ତକରେ ଭାରତର ସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଏହି ସମ୍ପ୍ରଦାୟର ଉନ୍ନତି ଓ ବିକାଶ ସଂପର୍କରେ ବର୍ଣ୍ଣନା କରାଯାଇଛି। ଓବ୍ରିନ୍‌ କହିଛନ୍ତି, ଯାହା ସତ, ମୁଁ ଏ ପୁସ୍ତକରେ ଲେଖିଛି। କାହା ଚାପରେ କୌଣସି କଥା ଲୁଚାଇନାହିଁ ବା କିଛି ଲେଖିନାହିଁ। ଲେଖକଟିଏ ଲେଖିବା ବେଳେ ସତ ଲେଖି ଚାଲିଲେ, ଲେଖିବା ସମୟରେ ବିଶେଷ କିଛି ଅସୁବିଧା ହୁଏ ନାହିଁ। ଲେଖା ଓ ଲେଖକର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ନିଷ୍ଠା ବୋଲି ସେ କହିଛନ୍ତି। ଅଧିବେଶନକୁ ସାଶ୍ମି ନାୟକ ପରିଚାଳନା କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।