ଧର୍ମ

ଲେଖା,ପଢାରେ ପାରଙ୍ଗମ ହୋଇଥାନ୍ତି ଏହି ୪ ରାଶିର ଲୋକ: ଜୀବନରେ ହାସଲ କରିଥାନ୍ତି ସଫଳତା

ନୂଆଦିଲ୍ଲୀ ୦୯/୦୭: ସମସ୍ତେ ଚାହାଁନ୍ତି ତାଙ୍କ ପିଲାମାନେ ପଢି ଲେଖି ଭଲ ମଣିଷ ହୁଅନ୍ତୁ । ପାଠ ପଢାରେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ଭବିଷ୍ୟତରେ ଅନେକ ନାମ ଅର୍ଜନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି କିଛି ରାଶି ଅଛନ୍ତି ଯେଉଁମାନେ ଲେଖା ପଢାରେ ପାରଙ୍ଗମ ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ..

ମେଷ: ଏହି ରାଶିର ଲୋକମାନେ ପାଠ ପଢାରେ ବହୁ ଆଗରେ ରହିଥାନ୍ତି । ସେମାନଙ୍କର ପ୍ରତ୍ୟେକ ନୂତନ ଜିନିଷ ଶିଖିବାର ଉତ୍ସାହ ରହିଥାଏ, ଯେଉଁଥିପାଇଁ ଏହି ଲୋକମାନେ କଠିନ ପରିଶ୍ରମ କରି ସଫଳତା ହାସଲ କରିଥାନ୍ତି ।

ବୃଷ: ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜର ଆଗ୍ରହ ଏବଂ ଦୃଢ ଇଚ୍ଛାଶକ୍ତି ସହିତ ପଢି ଲେଖି ଜୀବନରେ ସଫଳତା ହାସଲ କରିଥାନ୍ତି ।

କର୍କଟ: ଏହି ରାଶିର ଲୋକମାନେ ସର୍ବଦା ଆଗରେ ରହିବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ ଏହି ଲୋକମାନେ ଟପ୍ପର ହେବାରେ ବିଶ୍ୱାସ କରନ୍ତି ଏବଂ କଠିନ ଅଧ୍ୟୟନ କରି ନିଜ କ୍ୟାରିୟର୍ ଗଢିଥାନ୍ତି ।

କନ୍ୟା: କନ୍ୟା ରାଶିର ଲୋକମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ସେମାନଙ୍କର ଦକ୍ଷତା ସହିତ ଅଧ୍ୟୟନରେ ପ୍ରଥମ ସ୍ଥାନ ପାଇଥାନ୍ତି । ଏହି ଲୋକମାନେ ସେମାନଙ୍କର ବାପା-ମାଙ୍କ ନାମକୁ ଉଚ୍ଚା କରିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ