ଦେଶ ବିଦେଶ ମନୋରଞ୍ଜନ

ଲଣ୍ଡା ହେ‌ବେ ଅଜୟ!

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍ ଚଳଚ୍ଚିତ୍ର ‘ଚାଣକ୍ୟ’ ପାଇଁ ଲଣ୍ଡା ହେବେ। ଚଳଚ୍ଚିତ୍ର ନିର୍ମାତା ନିରଜ ପାଣ୍ଡେଙ୍କ ୨୦୧୮ ମସିହାର ଏହି ପ୍ରକଳ୍ପରେ ସେ ଅଜୟଙ୍କୁ ଚାଣକ୍ୟ ଭୂମିକା ପାଇଁ ବାଛିଛନ୍ତି। ଫଳରେ ଅଜୟ ଚାଣକ୍ୟ ଚରିତ୍ର ପାଇଁ ନିଜ ଚୁଟି ହରାଇବେ ବୋଲି କୁହାଯାଉଛି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ତେବେ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇ ନିରଜ କହିଛନ୍ତି, ବର୍ତ୍ତମାନ ଚଳଚ୍ଚିତ୍ରରେ ଉନ୍ନତମାନର ଭିଏଫ୍‌ଏକ୍ସ ବ୍ୟବହାର ହେଉଛି। ତେଣୁ ଚାଣକ୍ୟ ଚରିତ୍ର ପାଇଁ ଅଜୟଙ୍କୁ ଯେ ଲଣ୍ଡା ହେବା ପାଇଁ ପଡ଼ିବ, ତାହା ନିଶ୍ଚିତ ନୁହେଁ। ଭିଏଫ୍‌ଏକ୍ସ ମାଧ୍ୟମରେ ଏହାକୁ କରାଯାଇପାରିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ