ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଲକଡାଉନ୍‌ରେ ଭୋଜି କରିବା ପଡିଲା ମହଙ୍ଗା, ତଣ୍ଡ ଗଣିଲେ ସିଏମସି କର୍ମଚାରୀ

କଟକ ୨୦।୫: ଭୋଜି କରିବା ମହଙ୍ଗା ପଡ଼ିଲା । ତଣ୍ଡ ଗଣିଲେ ସିଏମସି କର୍ମଚାରୀ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ଭୋଜି ଭାତ ଏକାଧିକ ଲୋକ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି । ଏପରିକି ବିବାହରେ ମାତ୍ର ୨୫ ଏବଂ ଶୁଦ୍ଧକ୍ରିୟା ବେଳେ ୨୦ ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି । ମାତ୍ର ଅନେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । କୋଭିଡ୍ କଟକଣା ଉଲଂଘନ କରି ଫାଇନ୍ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କଟକ ନଳିନୀ ମଣ୍ଡପରେ ଭୋଜି ଚାଲିଥିଲା ବେଳେ ପୋଲିସ ଚଢାଉ କରିଥିଲା । କୋଭିଡ୍ ନିୟମ ଉଲଂଘନ କରି ଭୋଜି କରୁଥିବାରୁ ପୋଲିସ ଚଢାଉ କରିବା ସହ ଜରିମନା ଆଦାୟ କରିଛି । ଲକଡାଉନ୍ ଥିବା ସତ୍ତ୍ଵେ ସିଏମସିର କିଛି କର୍ମଚାରୀ ଭୋଜି ଆୟୋଜନ କରୁଥିଲେ । ଖବର ପାଇ ପୋଲିସ ଚଢାଉ କରିଥିଲା । ସଂପୃକ୍ତ ସ୍ଥାନରୁ ଏକାଧିକ ମଦ ବୋତଲ ଜବତ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ