ଅପରାଧ ରାଜ୍ୟ

ରେଳ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା, ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ

କଟକ ୧୯।୦୫ : କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇ ଡ୍ରାମା । ମାଲବାହୀ ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଉଥିଲେ ଯୁବକ ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳେ ଯୁବକ ଜଣଙ୍କ ଟ୍ରେନ ଉପରେ ଚଢି ଯାଇଥିଲେ । ଦୀର୍ଘ ସମୟ ଧରି ତଳକୁ ଡେଇଁବାକୁ ଧମକାଇଥିଲେ । ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ସେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରନ୍ତି ଏବଂ ଅଧିକାଂଶ ସମୟରେ ଏପରି ଭାବେ ଟ୍ରେନ୍‌ ଉପରେ ଚଢିଯାଇଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।