ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ରିଲିଜ୍ ହେଲା ‘ମେଜର୍‌’ର ଟିଜର୍

ମହେଶ ବାବୁଙ୍କ ପ୍ରଡକ୍ସନ୍ ହାଉସ୍‌ର ପ୍ରଥମ ପ୍ରଯୋଜିତ ଚଳଚ୍ଚିତ୍ର ‘ମେଜର୍’ର ଟିଜର୍ ରିଲିଜ୍ ହୋଇଛି। ୨୬/୧୧ ତାଜ୍ ହୋଟେଲ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଦିବି ଶେଷ ମେଜର୍ ସନ୍ଦୀପ ଉନ୍ନିକୃଷ୍ଣନ୍‌ଙ୍କ ଭୂମିକାରେ ଅଭିନୟ କରିବେ। ସେହିଭଳି ଅଭିନେତ୍ରୀ ସାଇ ମଞ୍ଜରେକର୍‌ ଏହି ଚଳଚ୍ଚିତ୍ରରେ ଅଦିବିଙ୍କ ପାର୍ଟନର୍ ଅର୍ଥାତ୍ ନାୟିକା ଭାବେ ପରଦାକୁ ଆସିବେ। ହିନ୍ଦୀ ବ୍ୟତୀତ ତେଲୁଗୁ ଓ ମାଲାୟଲମ୍ ଭାଷାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟିଜର୍‌ ଖୁବ୍ ଦର୍ଶକାଦୃତି ଲାଭ କରିଥିବା ବେଳେ ଚଳଚ୍ଚିତ୍ର ମଧ୍ୟ ବଡ଼ ପରଦାରେ ଦମ୍ ଦେଖାଇବ ବୋଲି ଆଶା କରାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ