ରାଜ୍ୟ ସ୍ୱାସ୍ଥ୍ୟ

ରାୟଗଡା ପରେ ନୂଆପଡାରେ ଡାଇରିଆ ଆତଙ୍କ, ଜଣେ ମୃତ

ନୂଆପଡା ୨୬/୦୭: ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ଡାଇରିଆ ଆତଙ୍କ । ପରିସ୍ଥିତି ଏମିତି ହୋଇଛି ଜଣଙ୍କ ଜୀବନ ଚାଲିଯାଇଛି । ଏହାସହ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏମାନେ ସମସ୍ତେ କୋମନା ବ୍ଲକ ଜଟଗଡ ଗ୍ରାମର । ତେବେ ଏହାର କାରଣ କଣ ତାହା ଜଣାପଡିନି ।

ସୂଚନା ଥାଉକି, ଗତ କିଛିଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଘଟଣାସ୍ଥଳରେ ବିଶେଷଞ୍ଜ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଯାହା ଜଣାପଡିଥିଲା ଯେ, ଦୂଷିତ ପାଣି ଏହାର ମୁଖ୍ୟ ବାହକ । ସେପଟେ ଡାଆରିଆକୁ ରୋକିବାକୁ ବିଭିନ୍ନ ସ୍ଥାନରେ ସଚତନତା କାର୍ଯ୍ୟକ୍ରମ ମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ