ଅପରାଧ କଳା ଓ ସଂସ୍କୃତି ରାଜ୍ୟ

ରାମଲୀଳା ନାଟକରେ ରାମ-ସୀତାଙ୍କ ଆଧୁନିକ ଡ୍ୟାନ୍ସ, ତୋର ସବୁ ନଜର ଲାଗେ ପ୍ରେମ ନଜର…

ଖଲ୍ଲିକୋଟ ୨୭।୦୬ : ଆଧୁନିକ ଗୀତରେ ନାଚୁଛନ୍ତି ରାମ, ସୀତା । ଏମିତି ଏକ ଭିଡି଼ଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଏକ ଗାଁରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ରାମଚନ୍ଦ୍ର ଓ ମାତା ସୀତାଙ୍କ ରୂପରେ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏମାନେ ଶେଷରେ ଏଭଳି ଆଧୁନିକ ଗୀତରେ ନାଚିବାକୁ ଦେଖିବାକୁ ମିଳିଛି । ଆଧୁନିକ ଯୁଗର ମଣିଷ କିଭଳି ତଳକୁ ତଳ ଖସୁଛି, ସଂସ୍କୃତିର ଅପବ୍ୟବହାର କରୁଛି ତାହା ଏହି ଭିଡ଼ିଓ ମାଧ୍ୟ୍ୟମରେ ଦୃଶ୍ୟ ମାନ ହେଉଛି । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,