କଳା ଓ ସଂସ୍କୃତି ଧର୍ମ

ରାତିରେ ଶୋଇବା ପୁର୍ବରୁ ଈଶ୍ୱରଙ୍କୁ ୧୧ ଥର ଏଭଳି କୁହନ୍ତୁ ଏବଂ ଦେଖନ୍ତୁ ଚମତ୍କାର।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ସର୍ବଦା ସୁଖଶାନ୍ତିରେ ରହି ପାରିବେ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। କହିବାକୁ ଗଲେ ମନୁଷ୍ୟର ଦୁଇଟି ଶରୀର ରହିଛି। ଗୋଟେ ହେଉଛି ବାହାର ଶରୀର। ବାହାର ଶରୀର ହେଉଛି ଆମେ ଯାହାକୁ ଅନୁଭବ କରୁ ଓ ସୁଖସୁବିଧା ଭୋଗ କରୁ। ଦ୍ଵିତୀୟରେ ହେଉଛି ଅନ୍ତରର ଶରୀର। ଏହାଦ୍ବାରା ଅନ ଆତ୍ମା ପରମାତ୍ମାଙ୍କ ସହିତ ମିଶି ଯାଇଥାଏ। ଆମେ ସୁଖଦୁଃଖ ଅନୁଭବ କରିଥାଉ।

ବାସ୍ତୁ ଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଶାସ୍ତ୍ରରେ ପ୍ରତ୍ୟେକ ବିବାହିତ ଦମ୍ପତ୍ତି ନିଜ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଚାହୁଁ ଥିଲେ ପତ୍ନୀଙ୍କୁ ନିଜ ପତିଙ୍କ ବାମ ପଟରେ ଶୋଇବା ଉଚିତ। ମାନ୍ୟତା ଅନୁସାରେ ପତ୍ନୀଙ୍କ ଡାହାଣ ହାତ ପତିଙ୍କୁ କୁହାଯାଇଛି ଓ ପତିଙ୍କ ବାମ ହାତ ପତ୍ନୀଙ୍କୁ କୁହାଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ମନୁଷ୍ୟକୁ ରାତିରେ ଶୋଇବା ସମୟରେ ଉତ୍ତର ଦିଗ ଆଡ଼କୁ ମୁହଁ କରି ଶୋଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ