ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମୋହର, ବେସାମରିକ ବିମାନ ଚଳାଚଳ ନୀତିକୁ ଅନୁମୋଦନ

ଭୁବନେଶ୍ୱର ୩୦।୧୧ : ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ୍‌ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ପାଇଛି । ଖାସ୍‌ କରି ପୂର୍ବରୁ ଷୋଷଣା ହୋଇଥିବା ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାକୁ କ୍ୟାବିନେଟ୍‌ ମୋହର ମାରିଛି ।

ସେହିପରି ଅନ୍ୟସବୁ ପ୍ରସ୍ତାବ ମଧ୍ୟରେ ନୂଆ ବୟନ ଶିଳ୍ପ ନୀତି, ଓଡିଶା କାରଖାନା ନିଯୁକ୍ତ ସଂଶୋଧନ ସର୍ତ୍ତାବଳୀ , ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ୍‌ ପଲିସି-୨୦୨୨, ଭେହିକିଲ୍ ସ୍କାପ୍‌ ପଲିସି, ନୂଆ ଖାଦ୍ୟ ପ୍ରକ୍ରିୟାକରଣ ନୀତି, ନୂଆ ରପ୍ତାନୀ ନୀତି, ନୂଆ ଶିଳ୍ପ ନୀତି, ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ପାଇଁ ୨ଟି ପ୍ରସ୍ତାବ ରହିଛି । ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିବା ବେସାମରିକ ବିମାନ ଚଳାଚଳ ନୀତିକୁ ବି କ୍ୟାବିନେଟ୍‌ ମୋହର ମାରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।