ଅପରାଧ ରାଜ୍ୟ

ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା, ଆଖିବୁଜିଲେ ରାଜୁ

ଭୁବନେଶ୍ୱର ୨୩।୦୮: ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀରେ ବୋମାମାଡ ଘଟଣା । ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ରାଜୁ ସାହୁ । ସେପଟେ ବୋମାମାଡ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ ।

ଖବର ଅନୁଯାୟୀ, ଜନ୍ମାଷ୍ମମୀ ରାତିରେ ଗଣ୍ଡଗୋଳକୁ ନେଇ ବୋମାମାଡ ହୋଇଥିଲା । ଯେଉଁଥିରେ କି ଏକାଧିକ ଯୁବକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଗୁରୁତର ରାଜୁ ସାହୁଙ୍କ ମୃତ୍ୟୁ ହୋଇଛି । ସେପଟେ ବୋମାମାଡ଼ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଲେ ଡିସିପି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।