ଅପରାଧ ରାଜ୍ୟ

ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ

ଭୁବନେଶ୍ୱର ୦୨।୧୦ : ପାର୍ବଣ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ରାଜଧାନୀର କିଛି ବାର୍ ଏହାକୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି। ସବୁଦିନିଆ ଚେକିଂ ପରେ ମଧ୍ୟ ବାଟକୁ ଆସୁନାହାନ୍ତି ବାର୍ ମାଲିକ। ରାତି ୧୨ଟାପରେ ବାର୍ ଚେକିଂରେ ପୋଲିସ ନକେଦାମ। ଲାଇସେନ୍ସର ହେଉଛି ଅପବ୍ୟବହାର।

ତେବେ ଚନ୍ଦ୍ରଶେଖରପୁର ଥାନା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଏକକାଳୀନ ସମସ୍ତ ବାର୍ ରେ ରେଡ୍ ହୋଇଛି। ରେଡ୍ ରେ ସାମିଲ ଥିଲେ ଜୋନ ଏସିପି, ଥାନା ଅଧିକାରୀ ଏବଂ ସ୍ୱତନ୍ତ୍ର ଭାବେ ଗଠିତ ଦୁଇଟି ଟିମ୍। ସବୁବେଳେ ଚେକିଂ ହେଉଥିଲେ ମଧ୍ୟ ବାର୍ ମାଲିକ ସୁଧୁରୁ ନାହାନ୍ତି ଏବଂ ବାରମ୍ବାର କହିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଖୋଲୁଛି ବାର୍। ବିଶେଷ କରି ଏମ୍ବାସି ବାର୍, ମିଡିଲ ଟନ୍ , ଟପନଚ୍ ପରି ବାର୍ ରେ ଡେରି ରାତି ଯାଏଁ ରହୁଛି ଅତ୍ୟଧିକ ଗହଳି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।