ଅପରାଧ ରାଜ୍ୟ

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

ଭୁବନେଶ୍ୱର ୦୧/୦୬: ରାଜଧାନୀରେ ମୁଣ୍ଡ ଟେକିଛି ଆଉ ଏକ ଗ୍ୟାଙ୍ଗ। ରାଜଧାନୀରେ ଆଉ ଏକ ଗ୍ୟାଙ୍ଗ । ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ ।

ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ନିକଟରେ ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଘଟଣାରେ ୬ ଜଣକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକାଧିକ ମରଣାସ୍ତ୍ର ଜବତ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।