ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀଙ୍କୁ ଧମକ ଦେଲେ ପୂର୍ବ ସ୍ଵାମୀ ରିତେଶ ! କହିଲେ- ମୋ ସାମ୍ନାକୁ ଆସିବନି ନହେଲେ…

ନୂଆଦିଲ୍ଳୀ ୦୧।୦୩ : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। କିଛି ସମୟ ପୂର୍ବରୁ ପୋଷ୍ଟ ସେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।

ରିତେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାକ୍ଷୀ ସାୱନ୍ତଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ରାକ୍ଷୀ ଜୀ ଆପଣଙ୍କୁ ଏକ ସରଳ ପରାମର୍ଶ। ଦୟାକରି ଆପଣ କୌଣସି ଗେମ୍‌ ଶୋ’ରେ ମୋ ସାମ୍ନାକୁ ଆସନ୍ତୁ ନାହିଁ । ନହେଲେ ଆପଣଙ୍କର ଏଭଳି ବ୍ୟାଣ୍ଡ ବଜେଇବି ତଥା ଏପରି ଅବସ୍ଥା କରିବି କି ଦ୍ବିତୀୟ ଥର ଆଉ କୌଣସି ଶୋ’କୁ ଯିବ ନାହିଁ ।’ବିଗ୍ ବସ୍ ୧୫’ର ଏକ ୱାଇଲ୍ଡ କାର୍ଡରେ କ’ଣ କରିଥିଲି ତାହା ତୁମର ମନେ ଥିବ। ତେଣୁ ଚିଲ୍‌ କର…

ଏହି ପୋଷ୍ଟକୁ ଦେଖି ରାକ୍ଷୀ ମଧ୍ୟ ଲେଖିଛନ୍ତି – ତୁମେ ତୁମର ଡ୍ରାମା ବନ୍ଦ କର । ଏହାର ଜବାବରେ ରିତେଶ ଲେଖିଛନ୍ତି – ତୁମେ ଡ୍ରାମା କୁଇନ୍‌ ରାଖୀ ରିତେଶ ସିଂଙ୍କୁ କମେଣ୍ଟରେ ତାଙ୍କ ଫଟୋ ବ୍ୟବହାର ନକରିବାକୁ ଚେତାବନୀ ଦେଇ କହିଛନ୍ତି ମୋ.. ଫଟୋ ବ୍ୟବହାର କରନ୍ତୁ ନାହିଁ । ଏହାକୁ ଦେଖି ରିତେଶ ଲେଖିଛନ୍ତି – ମ୍ୟାଡାମ୍, ତୁମେ ମୋର ନାମ ବ୍ୟବହାର କରିବା ବନ୍ଦ କର ଏବଂ ମୁଁ ମଧ୍ୟ ତୁମର ଫଟୋ ବ୍ୟବହାର ବନ୍ଦ କରି ଦେବି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ