ମନୋରଞ୍ଜନ

ରକ୍କି ଔର୍‌ ରାନୀ କି ପ୍ରେମ୍‌ କାହାନୀ

ଯୋଜକ କରନ୍ ଜୋହରଙ୍କ ପ୍ରଯୋଜିତ ସଦ୍ୟତମ ସିନେମା ହେଉଛି ‘ସୂର୍ଯ୍ୟବଂଶୀ’ ଓ ‘ବ୍ରହ୍ମାସ୍ତ୍ର’। ଏବେ କରନଙ୍କ ୪୬ତମ ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଟାଇଟଲ୍ ରହିଛି ‘ରକ୍କି ଔର୍ ରାନୀ କି ପ୍ରେମ୍ କାହାନୀ’। ‘ଗଲିବୟ’ ମୁଭିର ରଣବୀର ଓ ଆଲିଆଙ୍କୁ ସେ ପୁଣିଥରେ ‘ରକ୍କି ଔର୍ ରାନୀ କି ପ୍ରେମ୍ କାହାନୀ’ରେ ରିପିଟ୍‌ କରିଛନ୍ତି।

ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେଲଫି ପିକ୍ ପୋଷ୍ଟ କରି ଏହା ତଳେ ମୁଭିର ନାମ ଲେଖି ସେ କ୍ୟାପସନ୍ ଦେଇଛନ୍ତି ‘ଗେଟ୍ ସେଟ୍ ଗୋ’। ଏଥିରେ ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ଶବାନା ଆଜମୀଙ୍କ ପରି ବର୍ଷୀୟାନ୍ କଳାକାରମାନେ ମଧ୍ୟ ଅଭିନୟ କରିବେ। ଏଇ ଫିଲ୍ମର କାହାଣୀ ଲେଖୁଛନ୍ତି ଇସିତା ମୈତ୍ର, ଶଶାଙ୍କ ଖୈତାନ୍ ଓ ସୁମିତ ରୟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ