ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯମୁନୋତ୍ରୀ ରାଜପଥର ୧୫ ମିଟର ଧସିଗଲା, ୩୦୦୦ ତୀର୍ଥଯାତ୍ରୀ ଫସିଛନ୍ତି

ମସୁରୀ : ଗତରାତିରେ ରଣାଚଟ୍ଟି ଏବଂ ସୟାନା ଚଟ୍ଟି ଅଂଚଳରେ ଯନୁନୋତ୍ରୀ ରାଜପଥର ଏକ ବୁଲାଣିରେ ୧୫ ମିଟର ରାସ୍ତା ଧସିଯାଇଛି। ଏଥିଯୋଗୁଁ ଚାରିଧାମ ଯାତ୍ରାରେ ବାଧା ସୃଷ୍ଟି ହୋଇଛି ଏବଂ ହାଇୱେର ଉଭୟ ପାର୍ଶ୍ବରେ ୩ ହଜାରରୁ ଅଧିକ ତୀର୍ଥଯାତ୍ରୀ ଫସି ରହିଛନ୍ତି। ରାସ୍ତା ଅତ୍ୟନ୍ତ ବିପଜ୍ଜନକ ରହିଥିବାରୁ ଏହି ରାସ୍ତାରେ ସବୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଚାରିିଧାମ ଯାତ୍ରା ନାନା ସମସ୍ୟା ଦେଇ ଗତି କରୁଛି। ଏହି ଯାତ୍ରାରେ ଆଜି ସୁଦ୍ଧା ୪୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲାଣି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ