ଦେଶ ବିଦେଶ ମନୋରଞ୍ଜନ

ମୀରା ରାଜପୁତଙ୍କ ଲେହେଙ୍ଗା ଦାମ୍ ୩ ଲକ୍ଷ , ପୁଣି ପିନ୍ଧିଲେ ଓ୍ଵେଡିଙ୍ଗ୍ ଗହଣା

ମୁମ୍ବାଇ ୨୫।୦୬: ଵଲିଉଡର ଚକୋଲେଟ୍ ହିରୋ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ୍ ସାଧାରଣତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତିା ମୀରା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିନଥିଲେ ମଧ୍ୟ ସେ ବେଶ ଜଣାଶୁଣା। ମୀରାଙ୍କ ଡ୍ରେସିଙ୍ଗ ସେନ୍ସ ସବୁବେଳେ ଲାଇମ୍ ଲାଇଟକୁ ଆସିଥାଏା ତାଙ୍କ ଲୁକ୍ସ ପାଇଁ ତାଙ୍କର ଫଲୋୟର୍ସ ମଧ୍ୟ ବହୁତ।

କିନ୍ତୁ ଆମେ ଆଜି ମୀରାଙ୍କ ଡ୍ରେସିଙ୍ଗ୍ ସେନ୍ସ ବଦଳରେ ତାଙ୍କ ବିବାହର ଲେହେଙ୍ଗା ବିଷୟରେ କିଛି କହିବୁ । ମୀରା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ତାଙ୍କ ପୋଷାକ ଓ ଗହଣାକୁ ଦ୍ବିତୀୟ ଥର ପାଇଁ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

ମୀରା ଓ ସାହିଦ କପୁର୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୋ ଏଥିପାଇଁ ମୀରା ଅନାମିକା ଖନ୍ନାଙ୍କ ଡିକାଇନ୍ ହୋଇଥିବା ଲେହେଙ୍ଗାଜୁ ବାଛିଥିଲୋ ମିରା ଲେହେଙ୍ଗାକୁ ଗୋଟିଏ ନୁହେଁ ବରଂ ଦୁଇଟି ଓଢ଼ଣିକୁ ଲେହେଙ୍ଗା ଷ୍ଟାଇଲରେ କରିଥିଲୋ ମୀରା ନବରତ୍ନର ଅଳଙ୍କାର,ମଥା ପାଇଁ ସିନ୍ଥି, ଗୋଲାପୀ ରଙ୍ଗର ଚୁଡି ସହିତ ନିଜର ବ୍ରାଇଡାଲ ଲୁକ୍ ଦେଇଥିଲୋ ସେ ତାଙ୍କର ବିବାହରେ ପିନ୍ଧିଥିବା ଅଳଙ୍କାରକୁ ଅନେକ ଥର ପିନ୍ଧିଛନ୍ତିା

ମୀରାଙ୍କ ଏହି ଵିବାହ ଲେହେଙ୍ଗାଟି ୪୮ ଦିନରେ ପ୍ରସ୍ତୁତ ହୋଇଥିଲା । ଏହି ଲେହେଙ୍ଗା ୬୭ ଜଣ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା । ଏକ ସାକ୍ଷାତକାରେ ଡିଜାଇନର ଅନାମିକା ଖାନ୍ନା କହିଥିଲେ କି ମୀରା ଯେଉଁ ଲେହେଙ୍ଗା ପିନ୍ଧିଥିଲେ ତାହା ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଓ ପୁରୁଣା ଡିଜାଇନ୍ ର ମିଶ୍ରଣ ଅଟୋ ଏଥିରେ ଏମ୍ବେଡ୍ ୩ଡିର ଫୁଲ, ମୋତି ସହ ଫ୍ରେଞ୍ଚର ଫ୍ଲୋରାଲ ଏମ୍ରୋଡୋରୀରେ ତିଆରି କରାଯାଇଥିଲା


୨୦୧୭ରେ ମୀରା ସାହିଦଙ୍କ ସହ ଲଣ୍ଡନରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲୋ । ସେହି ବିବାହରେ ସେ ଅଞ୍ଜୁଲ ଭଣ୍ଡାରୀଙ୍କ ଡିଜାଇନ୍ ହୋଇଥିବା ଆଇଭରୀ ଲେହେଙ୍ଗା ପିନ୍ଧିଥିଲୋ ସେଥିରେ ମୀରା ନିଜର ବିବାହର ବ୍ରାଇଡଲ ଗହଣା ବି ପିନ୍ଧିଥିଲୋ । କୁହଯାଉଛି ଯେ ମୀରା ପିନ୍ଧିଥିବା ଗହଣାଟିର ମୂଲ୍ୟ ୩ଲକ୍ଷ ୯୫ ହଜାର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ