ଅପରାଧ ରାଜ୍ୟ

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହ ରଖି ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ

କୋରାପୁଟ ୧୭/୦୬: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଅଶାନ୍ତି । ମେଡିକାଲ ସମ୍ମୁଖରେ ମୃତ ଦେହ ରଖି ବିକ୍ଷୋଭ କରିଛନ୍ତି ସମ୍ପର୍କୀୟ ।

ମେଡିକାଲ ପ୍ରବେଶ ମୁଖ୍ୟ ଫାଟକରେ ଦିର୍ଘ ଘଣ୍ଟା ଧରି ଶବ ରଖି ପରିବାର ପକ୍ଷରୁ ମହାପ୍ରୟାଣ ଗାଡ଼ି ପାଇଁ ଦାବି କରିଆସୁଥିଲେ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବା ନିନ୍ଦା ବିଷୟ କହିଛନ୍ତି ସମ୍ପର୍କୀୟ ।

ନିହାତି ଗରିବ ପରିବାରର ହୋଇଥିବା ଯୋଗୁଁ ଗାଡ଼ି ଭଡ଼ା କରି ମୃତ ଶରୀରକୁ ନେବା ସମ୍ଭବ ନଥିବା ଯୋଗୁଁ ଯଥାସମ୍ଭବ ତୁରନ୍ତ ମୃତଶରୀର ନେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।