ଖେଳ

ମିଲଖା ସିଂହ, ଡକାଡକି ହୋଇ ଚାଲିଗଲେ ପତି-ପତ୍ନୀ

କ୍ରୀଡ଼ା ଜଗତର ବହୁ ଅନନ୍ୟ ସଫଳତା ସହ ବ୍ୟକ୍ତିଗତ ଜୀବନର ସଫଳ ପ୍ରେମ କାହାଣୀ ପାଇଁ ମଧ୍ୟ ମିଲଖା ବେଶ୍ ଚର୍ଚ୍ଚିତ ହୋଇଥିଲେ। ପତ୍ନୀ ତଥା ଭାରତୀୟ ଭଲିବଲ୍ ଦଳର ସେତେବେଳର ଅଧିନାୟିକା ନିର୍ମଳ କୌରଙ୍କର ଦେଖା ସାକ୍ଷାତ ଶ୍ରୀଲଙ୍କାର ସିଲନଠାରେ ହୋଇଥିଲା। ପ୍ରଥମଦେଖାରେ ହିଁ ମିଲଖା ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ୧୯୬୨ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିର୍ମଳ ମଧ୍ୟ ପଞ୍ଜାବ ସରକାରଙ୍କ ବରିଷ୍ଠ ଅଧିକାରୀ ଥିଲେ। ମିଲଖାଙ୍କ ସହ ନର୍ମଳ ମଧ୍ୟ ଗତମାସରେ କରୋନା ସଂକ୍ରମିତ ହୋଇଥିଲେ। ଚଳିତ ମାସ ୧୩ରେ ମୋହାଲିର ଏକ ଡାକ୍ତରଖାନାରେ ନିର୍ମଳଙ୍କର ପରଲୋକ ହୋଇ ଯାଇଥିଲା। ଏହାର ମାତ୍ର ୬ ଦିନ ପରେ ମିଲଖା ମଧ୍ୟ ଚାଲିଗଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ