ଖେଳ ଦେଶ ବିଦେଶ

ମାରାଡୋନାଙ୍କ ନାଁରେ ଷ୍ଟାଡିୟମ୍

ରୋମ: ଇଟାଲିର ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ନାପୋଲି ତା’ର ସାଁପାଓଲୋ ଷ୍ଟାଡିୟମ୍‌ର ନାଁ ବଦଳାଇ ମହାନ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ନାଁରେ ନାମିତ କରିଛି। ଦିଂବଗତ ଆର୍ଜେଣ୍ଟେନୀୟ କିଂବଦନ୍ତି ମାରାଡୋନା ୧୯୯୮୪ରୁ ୧୯୯୧ ମଧ୍ୟରେ ୭ ବର୍ଷ ଧରି ନୋପୋଲିର ପ୍ରତିନିଧିତ୍ବ କରି ଏହି ଦଳକୁ ଦୁଇଟି ସିରିଜ୍ ଏ’ ଟ୍ରଫି ଜିତାଇଥିଲେ। ନାପୋଲି ସହର ପରିଷଦ ସର୍ବସମ୍ମତିକ୍ରମେ ସାଁପାଓଲି ଷ୍ଟାଡିୟମର ନାଁକୁ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମରେ ନାମିତ କରିଛି। ନଭେମ୍ବର ୨୫ରେ ହୃଦ୍‌ଘାତରେ ଅକାଳ ବିୟୋଗ ହୋଇଥିବା ମାରାଡୋନାଙ୍କ ପ୍ରତି ଏହା ହିଁ ନୋପୋଲି ଦଳ ଏବଂ ସହର ପକ୍ଷରୁ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେଠାକାର ମେୟର କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ